ଲକ୍ଷ୍ମୀପୂଜାରେ ସୁନ୍ଦରାକାଣ୍ଡ ପାରାୟଣ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତ ସିଙ୍ଗାଟିମାଲ ଗାଁରେ ହେଉଥିବା ମହାଲକ୍ଷ୍ମୀ ପୂଜା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଦିନିକିଆ ସୁନ୍ଦରାକାଣ୍ଡ ପାରାୟଣ ଆୟୋଜିତ ହୋଇଥିଲା । ଏଥିରେ ସୀତା ଯୋଶୀ ବ୍ୟାସ, ନିର୍ମଳ ଗଡତ୍ୟା ଓ ଗୀତା ଗଡତ୍ୟା କର୍ତ୍ତା କାର୍ଯ୍ୟ ତୁଳାଇ ଥିଲେ । ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.