ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ନୂଆଁପାଲି ଗାଁର ଧର୍ମପରାୟଣ ମହିଳା ସୁଲୋଚନା ଦୋରା (୫୮)ଙ୍କ ତାଙ୍କ ବାସଭବନରେ ହୃଦଘାତ ଜନିତ ମୃତ୍ୟୁ ହୋଇଯାଇଛି । ତାଙ୍କ ଶେଷ ସମୟରେ ସ୍ୱାମୀ ସତ୍ୟବାନ ଦୋରା, ୩ ପୁଅ ନାରାୟଣ, ସିଦ୍ଧେଶ୍ଵର, ରାମେଶ୍ୱର, ନାତି ପ୍ରସିଷ, ପ୍ରତ୍ୟୁଷ, ପ୍ରତୀକ ଏବଂ ନାତୁଣୀ ପ୍ରତୀକ୍ଷା, ପ୍ରତ୍ୟୁଷା, ପ୍ରମୀକ୍ଷା ଉପସ୍ଥିତ ଥିଲେ । ତାଙ୍କ ପରଲୋକ ପରେ ପରିବାର ବର୍ଗ ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡପୁଅ ସତ୍ୟବାନ ମୁଖାଗ୍ନି ଦେଇଥିଲେ ।
Prev Post