centurian jitm

ସର୍ଗିପାଲି ମାହେଶ୍ୱରୀ ଗୁଡ଼ି ପୂଜକଙ୍କ ପରଲୋକ

nschool

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହାଲାଇ ପଞ୍ଚାୟତ ସର୍ଗିପାଲି ମାହେଶ୍ୱରୀ ଗୁଡ଼ିର ପୂଜକ କୃଷ୍ଣଚନ୍ଦ୍ର ପଧାନଙ୍କ ଗତକାଲି ଦିନ ପରଲୋକ ହୋଇଯାଇଛି । ଦେ ବହୁଦିନ ଧରି ବୃଦ୍ଧାବସ୍ଥା ଓ ଅସୁସ୍ଥ ଥିବାରୁ ଘରେ ଚିକିତ୍ସା ହେଉଥିଲେ । ତାଙ୍କ ୬ପୁଅ ଥିଲେ । ଗାଁ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ ପୁଅ ଯାଦବ ପଧାନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.