oom

ପ୍ରଭୁଳୀନ ହେଲେ ଇପିକଲର ପୂର୍ବତନ ମୁଖ୍ୟ ପ୍ରବନ୍ଧକ ରାମଚନ୍ଦ୍ର ପଣ୍ଡା

jsmm

ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅବସର ପ୍ରାପ୍ତ ପ୍ରସାଶକ ରାମଚନ୍ଦ୍ର ପଣ୍ଡା । ୧୯୩୨ ମସିହାରେ ଯାଜପୁରର ସୁଦୁର ବରାହତ୍ତା ଗ୍ରାମରେ ଜନ୍ମିତ ଅତ୍ୟନ୍ତ ପରିଶ୍ରମ ବଳରେ ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେଇ ବିଭିନ୍ନ ପଦପଦବୀରେ ରହି ମହାପ୍ରବନ୍ଧକ ଇପିକଲ ଭାବେ ଅବସର ନେଇଥିଲେ, ଅବସର ପରେ ବିଭିନ୍ନ ସାମାଜିକ ଓ ଅଧ୍ୟାତ୍ମିକ ଅନୁଷ୍ଠାନ ସହ ସମାଜ ପାଇଁ କାମ କରୁଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ ଶ୍ରୀ ପଣ୍ଡା ଆଜି ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ତିନି ଜ୍ୟାଇଁ ଝିଅ ଲଳିତ ନନ୍ଦ, ଗାୟତ୍ରୀ ନନ୍ଦ, ରାଜେନ ପାଢ଼ୀ, ରୂପାନ୍ୱିତା ପଣ୍ଡା, ସିଦ୍ଧର୍ଥ ମିଶ୍ର, ଆର୍ୟା ମିଶ୍ର ଉପସ୍ଥିତ ଥିଲେ, ପୁରୀ ସ୍ୱର୍ଗଦ୍ୱାରଠାରେ ମୁଖାଗ୍ନି ଦେଇଥିଲେ ପୁତୁରା ବିଜୟ କୁମାର ପଣ୍ଡା ।

jittmm
Leave A Reply

Your email address will not be published.