ଓଲଟିଲା ପଣସ ବୋଝେଇ ଅଟୋ : ଚାଳକ ଗୁରୁତର

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଡମ କର୍ଲାଖୁଣ୍ଟା ଅନ୍ତର୍ଗତ ପାଜିବାହାଲୀ ଛକଠାରେ ମୋହନଗିରି ଠାରୁ ମ. ରାମପୁରକୁ ଆସୁଥିବା ଏକ ପଣସ ବୋଝଇ ଅଟୋ (ଓଡି୦୩ଏସ୍‌୮୮୮୦) ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ମ.ରାମପୁର ଡାକ୍ତରଖାନାକୁ ଚିକତ୍ସା ପାଇଁ ଅଣାଯାଇଥିବା ଜଣାପଡିଛି । ଏଥିରେ ବୋଝେଇ ହୋଇଥିବା ପଣସ ସହ ଅଟୋ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.