om academy

ସାଧାରଣତନ୍ତ୍ର ଦିବସ ପାଳିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଧାରଣତନ୍ତ୍ର ଦିବସରେ ସଂପର୍ଣ୍ଣା ପରିବାର ତରଫରୁ ମାଲପଡା ସ୍ଥିତ ଅଫିସ ପ୍ରାଙ୍ଗଣରେ ପତାକା ଉତ୍ତୋଳନ କରାଯାଇଥିଲା । ସମାଜସେବୀ ସୁଚିତ୍ରା ଚାନ୍ଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୀଷଣ ସାହୁ, ଡିଗ୍ରୀ ରାଉତ, ପ୍ରମୋଦ କୁମାର ମୁଗ୍ରୀ, ଶୁଶାନ୍ତ ପଟେଲ ଓ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.