ଭୋଗରାଇ : ଭୋଗରାଇ ବ୍ଲକ ଅନ୍ତର୍ଗତ ବାଉଁଶଡିହା ସମବାୟ ସମିତି ପକ୍ଷରୁ ୬୯ତମ ସେବା ସମବାୟ ଦିବସ ପାଳିତ ହୋଇଯାଇଛି । ସମିତି ପରିସରରେ ପରିଚାଳନା ପରିଷଦର ଉପସଭାପତି ଗଣେଷ ଚନ୍ଦ୍ର ଖଟୁଆ ସମବାୟ ପତାକା ଉତ୍ତୋଳନ କରିଥିଲେ । ସମିତିର ପରିଚାଳନା ପରିଷଦ ସଦସ୍ୟ ଅମରେଶ ଚନ୍ଦ୍ର ଦାସ, ଅଜିତ କୁମାର ପାତ୍ର, ସୁରେଶ ଚନ୍ଦ୍ର ଦେ, ଦେବବ୍ରତ ସେଣ, ପ୍ରତାପ ଚନ୍ଦ୍ର ଦାସ, ଚତୁର୍ଭୁଜ ଜେନା, ସଦସ୍ୟା ବୀଣାପାଣି ପାତ୍ର, ସୁମତୀ ତ୍ରିପାଠୀ, ସମାଜସେବୀ ବିକାଶ ଚନ୍ଦ୍ର ପରିଡା ଏବଂ ସମିତିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Prev Post
Next Post