ସାଲେଭଟା, (ସୁଶିଳ କୁମାର ମିଶ୍ର) : ପୂର୍ଵତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତି ଆଗଲପୁର ବ୍ଲକ ବକଟି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ପାଳିତ ହୋଇଯାଇଛି । ଏଥିରେ ବିଜେପିର ସୁରେଶ ମହାଲିଙ୍ଗ, ପୂର୍ଵ ବକଟି ସରପଞ୍ଚ ତଥା ବିଜେପି ନେତା ସୀତାରାମ ପୁରୋହିତ, ବିଧାୟକ ପ୍ରତିନିଧି ପିତାମ୍ବର କଣ୍ଟା, ପଂଚାୟତ ପ୍ରମୁଖ ଆନନ୍ଦଚନ୍ଦ୍ର ସାହୁଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଯୋଗଦାନ କରିଥିଲେ ।
Prev Post