oum

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଡକ୍ଟରସ୍ ଡେ ପାଳନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା- ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ କେନ୍ଦ୍ରାପଡାର ରାଜକନିକା ଠାରେ ଡକ୍ଟରସ୍ ଡେ ପାଳନ କରାଯାଇଥିଲା । ଦ ମିରର ଫାଉଣ୍ଡେସନ୍‌ ଅନୁଷ୍ଠାନର ଚେୟାରମ୍ୟାନ ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଗଲା । ଏହି କାର୍ଯ୍ୟକ୍ରମ ଅବସରରେ ଡକ୍ଟର ଅକ୍ଷୟ ସାହୁ, ଡକ୍ଟର ପ୍ରଭୁଦତ୍ତ ରାୟ, ଡକ୍ଟର ବିଚିତ୍ର କୁମାର ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଗଲା । ଅନୁଷ୍ଠାନର କିଛି ସଦସ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ । ଜ୍ୟୋତି ପ୍ରକାଶ ବିଶ୍ୱାଳ, ଜ୍ୟୋତି ପ୍ରଜ୍ଞା ବିଶ୍ୱାଳ, ଜ୍ୟୋସ୍ନା ବିଶ୍ୱାଳ ଆଦି
ଉପସ୍ଥିତ ଥିଲେ ।

Leave A Reply

Your email address will not be published.