oom

ଘୁଚିପାଲିରେ ବନ ମହୋତ୍ସବ ସପ୍ତାହ ପାଳନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ଘୁଚିପାଲି ସ୍ଥିତ ବଡଦେଓ ପୂଜାପୀଠରେ ଦେଓଗାଁ ବନାଞ୍ଚଳ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବନ ବିଭାଗ ଅଧିକାରୀ ଜନ୍ମେଜୟ ପାଣିଗ୍ରାହୀ, ଫରେଷ୍ଟ ଗାର୍ଡ ଗଣେଶରାମ ସାହୁ, ଅଭିମନ୍ୟୁ ସାହୁ, ନରେନ୍ଦ୍ର ବିଶ୍ୱାଳ ସହ ସମସ୍ତ ବନ କର୍ମଚାରୀଙ୍କ ଓ ଘୂଚିପାଲି ଓ ରତନପୁର ଗାଁର ଜନ ସାଧାରଣଙ୍କ ମଧ୍ୟରେ ମଣି ଧରୁଆ, ଅଶୋକ ଭଣ୍ଡା, ନୀଳମଣି ଦୀପ, ଦାଶରଥି ଭୋଇ, କଷ୍ଟ ଭୋଇ, ଭଗବାନ ଭୋଇ, ନନ୍ଦୀ କିଶୋର ଭୋଇ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।

jittmm
Leave A Reply

Your email address will not be published.