ବଲାଙ୍ଗିର ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ପଦୋନ୍ନତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ପଦୋନ୍ନତି ହୋଇଥିବା ଓଡିଶା ସରକାରଙ୍କ ନୋଟିଫିକେସନ୍‌ରୁ ଜଣାପଡିଛି । ତେବେ ଡା. ପଣ୍ଡା ଓଏଏସ୍‌ (ବର୍ଗ କ) କନିଷ୍ଠ ଶାଖା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ଓଏଏସ୍‌ ବରିଷ୍ଠ ଶାଖାକୁ ସେ ପଦୋନ୍ନତି ପାଇଛନ୍ତି ।

Leave A Reply

Your email address will not be published.

error: Content is protected !!