ବରଗଡ଼ ଜିଲ୍ଲା ଉପ-ନିବନ୍ଧକ ଭାବେ ଯୋଗଦେଲେ ପଦ୍ମନାଭ ପୁରୋହିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଉପ-ନିବନ୍ଧକ ଭାବେ ଯୋଗ ଦେଇଛନ୍ତି ପଦ୍ମନାଭ ପୁରୋହିତ । ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ଉପ-ନିବନ୍ଧକ ଭାବେ ସେ ରହିଥିବା ବେଳେ ଏବେ ବରଗଡ଼ ଜିଲ୍ଲାକୁ ତାଙ୍କ ବଦଳି ହୋଇଯାଇଛି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.