centurian jitm

ଛତାମାଖନାଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ଼ ରାସ୍ତାରେ ଆଜି ଭୋର ସକାଳୁ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଏକ କୁକୁଡ଼ା ଦାନା ବୋଝେଇ ଟ୍ରକ (ଏପି୧୬ଟିଇ ୭୨୧୧) ବରଗଡ଼ରୁ ଆନ୍ଧ୍ରା ଯାଉଥିବା ବେଳେ ଭୋର ସକାଳୁ ଭାରସାମ୍ୟ ହରାଇ ଛତାମଖନାଠାରେ ଓଲଟି ପଡିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଜଣକ ବୋଲି ଜଣାପଡିଛି ।

Leave A Reply

Your email address will not be published.