ଭୁବନେଶ୍ୱର : ଫେବୃୟାରୀ ୨୮ରେ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଫେବୃଆରୀ ୨୮ରୁ ମାର୍ଚ୍ଚ ୧ ପର୍ୟ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ପୁରୀର ଏକ ହୋଟେଲରେ କାର୍ଯ୍ୟକ୍ରମର ଆୟୋଜନ ହେବ ।
Prev Post