ଓସିଏସ୍‌ ପାଇଲେ କିସ୍‌ର ୪ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେପିଏନ୍‌ଏସ୍‌) : ଚଳିତ ଶିକ୍ଷାବର୍ଷରେ ଆବାସିକ ଜନଜାତି ଅନୁଷ୍ଠାନ କିସ୍‌ର ଛାତ୍ରଛାତ୍ରୀ ଉଚ୍ଚକୋଟୀର ଶୈକ୍ଷିକ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ଓସିଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ୩୯୨ଜଣଙ୍କ ମଧ୍ୟରୁ କିସ୍‌ରୁ ୪ ଜଣ ରହିଛନ୍ତି । ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲାର ରାଇମାତ ଟୁଡୁ, ବଲାଙ୍ଗିରର ମଣ୍ଟୁ ଖମାରୀ ଓ ହେମନ୍ତ ପୁଟା ଏବଂ କଳାହାଣ୍ଡିର ନୀଳମାଧବ ପାତ୍ର ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!