ମା’ ଡ଼ୋକରୀଙ୍କ ପୀଠରେ ଦଶମୀ ତିଥିରେ ନୂଆଁଖାଇ

ମ.ରାମପୁର, (ହେମନ୍ତ ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଂଚମୀ ତିଥିରେ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ କଳାହାଣ୍ଡିର କିଛି ଅଂଚଳରେ ଏହାକୁ ଦଶମୀ ତିଥିରେ ପାଳନ କରାଯାଏ । କଳାହାଣ୍ଡିର ମ.ରାମପୁରରେ ଥିବା ମା’ ଡ଼ୋକରୀଙ୍କ ପୀଠରେ ସେପ୍ଟେମ୍ବର ୧୫ ତାରିଖ ବୁଧବାର ଦିନ ନୂଆଁ ଅନ୍ନ ଲାଗି କରାଯିବ । ତେବେ ମ.ରାମପୁରରେ ରୋଗୀବଲା କାର୍ଯ୍ୟକ୍ରମ ଗତ ସପ୍ତାହରୁ ଶେଷ ହେଇଥିବା ଜଣାଯାଇଛି ।

Leave A Reply

Your email address will not be published.