ଭାଲେରରେ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ନାରୀ ସଶକ୍ତିକରଣ ଉପରେ ନାଟକ ମଞ୍ଚସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟଙ୍ଗ ଷ୍ଟାର୍‌ କମିଟି ପକ୍ଷରୁ ଭାଲେର ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୪ କାର୍ଯ୍ୟକ୍ରମରେ ନାରୀ ସଶକ୍ତିକରଣକୁ ନେଇ ଏକ ନାଟକ ମଞ୍ଚସ୍ଥ କରାଯାଇଥିଲା । ଦର୍ଶକଙ୍କୁ ନାଟକଟି ହୃଦୟସ୍ପଶ୍ରୀ ହୋଇଥିଲା । ଏହି ଅବସରରେ ସଭାପତି ପ୍ରମୋଦ କୁମ୍ଭାର, ଟିଙ୍କୁ, ସୁରତ ମହାନନ୍ଦ, ଶ୍ୟାମ ଓ ଦିଲ୍ଲୀପ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.