ଆଗଲପୁରରେ ନୂଆ ତହସିଲଦାର

ଆଗଲପୁର,(କେପିଏନ୍‌ଏସ୍‌) : ଆଗଲପୁର ତହସିଲ କାର୍ଯ୍ୟାଳୟରେ ନୂଆ ତହସିିଲଦାର ଭାବେ ଅମୃତଲାଲ ବେହେରା ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସନ୍ତୋଷ କୁମାର ଦାଶ ଏଠାରେ ଅବସ୍ଥାପିତ ଥିଲେ । ଶ୍ରୀ ଦାଶ ଗତ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ବେହେରା ନୂଆ ତହସିଲଦାର ଭାବରେ ଯୋଗଦାନ କରିଛନ୍ତି । ଶ୍ରୀ ବେହେରା ପୂର୍ବରୁ ମୁରିବାହାଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ରାଇସିଲପଦର ଗ୍ରାମର ଶ୍ରୀ ବେହେରା ବୋଲି ଜଣାପଡିଛି ।

Leave A Reply

Your email address will not be published.