ନାଟ୍ୟକାର ହରିବଂଶ ମହାନ୍ତିଙ୍କର୍ “ନୃତ୍ୟନାଟିକା ସଂକଲନ”ର ମୁକଲାନ୍

ବୌଦ୍ଧ, (ବଂଶୀଧର ମାଝୀ) : ସାଧାରଣତନ୍ତ୍ର ଦିବସରେ ନିଜର୍ ଜନମ୍ ଦିନ୍ ଉଧେଁ ପଲଶାଗୋରା(ବୌଦ୍ଧ )ଜଗନ୍ନାଥ ମନ୍ଦିର୍ ନେ ବେଲବୁଡ଼ା ପାଁଚବଜେ ନାଟ୍ୟକାର ହରିବଂଶ ମହାନ୍ତିଙ୍କର୍ “ନୃତ୍ୟନାଟିକା ସଂକଲନ”ର ମୁକଲାନ ହେଇଛେ । ଇନେ ମୁଖିଆ କୁନୁଆଁ ଭାବେ ରବିନାରାୟଣ ଶତପଥି, ମୁଖିଆ କହକା ନାଟ୍ୟପ୍ରେମୀ ଚିତ୍ରସେନ ଖଟୁଆ, ସମ୍ମାନିତ କୁନୁଆଁ ନାରାୟଣ ମହାନ୍ତି ଆରୁ ନବୀନ କିଶୋର ମହାନ୍ତି ଯୋଗ ଦେଇଥିଲେ । ବହିର୍ ପ୍ରକାଶକ ନାଟ୍ୟକାର ଦିଲୀପ କୁମାର ମହାନ୍ତି ଥିବାର୍ ବେଲେ ନୁଆଁସକାଲ ପବ୍ଲିକେସନ୍ସ ତରଫୁଁ ଛପା ହେଇଛେ । ବହିନେ ଦଶଟା ଛୁଟିଆ‐ଛୁଟିଆ ଗୀତିନାଟ୍ୟ ଥିବାବେଲେ ପୃଷ୍ଠ ୧୦୦। ଇ କାର୍ୟ୍ୟକ୍ରମ ଥି ଉନିହାଁ ମାନକର ଭିତରେ ଥିଲେ ଅଭିନେତା ମନୋଜ ମହାନ୍ତି, ଅଶୋକ ମହାନ୍ତି, ଅଚ୍ୟୂତ ଖମାରୀ, ବାବୁଲାଲ ମେହେର, ବସନ୍ତ ବାଘ, ରାମଚନ୍ଦ୍ର ମଲ୍ଲିକ, ଚିନୁ ମହାପାତ୍ର, ତରଣୀ ସାହୁ ଆରୁ ଦାଶରଥି ତ୍ରୀପାଠି । ଶେଷକେ ଦିଲୀପ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.