om academy

ଚଣ୍ଡିଗଡ଼ର ନୂତନ ମେୟର ଭାବେ ଅନୁପ ଗୁପ୍ତା ନିର୍ବାଚିତ

jsm

ଚଣ୍ଡିଗଡ଼ : ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଯଶବୀର ସିଂଙ୍କୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ କରି ଭାଜପାର ଅନୁପ ଗୁପ୍ତା ମଙ୍ଗଳବାର ଚଣ୍ଡିଗଡ଼ର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ଗୁପ୍ତାଙ୍କୁ ୧୫ ଭୋଟ ମିଳିଥିବା ବେଳେ ଏଏପି ପ୍ରାର୍ଥୀଙ୍କୁ ୧୪ଟି ଭୋଟ ମିଳିଥିଲା । ଚଣ୍ଡିଗଡ଼ ପୌର ନିଗମରେ ଭାଜପା ଏବଂ ଏଏପିର ୧୪ ଜଣ ଲେଖାଏ କାଉନସିଲର ଥିବାବେଳେ ସ୍ଥାନୀୟ ଭାଜପା ଏମ୍‌ପି କିରୋନ ଖେର୍‌ ମ୍ୟୁନିସିପାଲ କର୍ପୋରେସନ ହାଉସ୍‌ର ଏକ୍ସ-ଅଫିସିଓ ସଦସ୍ୟ ଭାବେ ଭୋଟ ଦେଇଥିଲେ ।

Leave A Reply

Your email address will not be published.