ଅତାବିରା ଓକିଲ ସଂଘ ନିର୍ବାଚନ : ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ

ବରଗଡ/ଅତାବିରା, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଓକିଲ ସଂଘ ନିର୍ବାଚନରେ ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ବେଳେ ତ୍ରିପୁରାରୀ ଚାନ୍ଦ ଉପ ସଭାପତି ଓ ଭି. ଜଗନ୍ନାଥ ରାଓ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ଏଥିରେ ହିତେନ୍ଦ୍ରିୟ ପ୍ରଧାନ ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ପରିଚାଳନା କରିଥିଲେ ।

Leave A Reply

Your email address will not be published.