ନିର୍ବାଚନରେ ନିୟୋଜିତ ଗାଡି ଡ୍ରାଇଭରଙ୍କୁ ଅଣଦେଖା ଯୋଗୁଁ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ପଂଚାୟତ ନିର୍ବାଚନ ପାଇଁ ବିଭିନ୍ନ ଗାଡିକୁ ଆକ୍‌ସନରେ ନେଇଛି ଜିଲ୍ଲା ପ୍ରଶାସନ । ଆକ୍‌ସନରେ ଯାଇଥିବା ଗାଡି ଡ୍ରାଇଭର ମାନଙ୍କ ରହିବା ଏବଂ ଖାଇବା ଆଦି ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି କିଛି ଡ୍ରାଇଭର । ଗାଡି ଆକ୍‌ସନରେ ନେବା ପରେ କେହି ସେମାନଙ୍କ କଥା ବୁଝୁ ନଥିବା ଡ୍ରାଇଭର ମାନେ ଅଭିଯୋଗ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଡ୍ରାଇଭର ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.