centurian jitm

ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ : ଗାଁରେ ପାଦ ପକାଇଲେ ସାଂସଦ ସଂଗୀତା

nschool

ଟିଟିଲାଗଡ଼, (ଅଜିତ କୁମାର ସାହୁ) : କରୋନା କଟକଣାକୁ ନେଇ ରାଜ୍ୟ ସରକାର ୫ ଜଣଙ୍କୁ ନେଇ ଭୋଟ ପ୍ରଚାର ପ୍ରସାର କରିବାକୁ କହୁଛନ୍ତି ହେଲେ ସରକାରଙ୍କ କଥାକୁ ପାଳନ କରୁଛି କିଏ ! ନେତାଙ୍କ ଭିଡରେ ଲୋକ ବେହାଲ ହୋଇ ପଡିଛନ୍ତି । ତେବେ ଗତକାଲି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଜୋନ ନମ୍ୱର ୯ରେ ଦୀର୍ଘ ଦିନ ପରେ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ପାଦ ପକାଇଥିବା ବିଷୟ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଆସିଲେ ଗାଁରେ ସଙ୍ଗୀତାଙ୍କ ପାଦ ପଡୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି । କିନ୍ତୁ ଗାଁ ଗାଁରେ ବିକାଶ ହେଉଥିବା ବିଜେପି ଦଳ ବାହାବା ମାରୁଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ଲୋକେ ବିଜେପିକୁ କେତେ ଦୂର ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.