om academy

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଜିଲ୍ଲାରେ ୭୩୦୧ ପ୍ରାର୍ଥୀ ନିର୍ବାଚନ ମଇଦାନରେ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ ସର୍ବମୋଟ ୭୩୦୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଗତକାଲି କେବଳ ୩୭୭୨ ଜଣ ମନୋନୟନ ପତ୍ର ଦାଖଲ କରିଥିଲେ । ସେଦିନ ମଧ୍ୟରେ ଓ୍ବାର୍ଡ ସଭ୍ୟସଭ୍ୟା ପାଇଁ ୨୬୧୭, ସରପଞ୍ଚ ପଦବୀ ପାଇଁ ୬୪୬, ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ପାଇଁ ୪୫୬ ଏବଂ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପାଇଁ ୫୩ ଜଣ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ କରାଯାଇ ସମ୍ପୂର୍ଣ୍ଣ ତାଲିକା ପ୍ରକାଶିତ ହେବ । ସେହିପରି ୨୫ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ନିର୍ବାଚନ ଅଧିକାରୀ ସୂଚିତ କରିଛନ୍ତି ।

Leave A Reply

Your email address will not be published.