centurian jitm

ଜିଲ୍ଲା ଟେକ୍ସବାର ସଂଘ ବଲାଙ୍ଗିରର ନିର୍ବାଚନ ୨୦୨୫-୨୬

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଟେକ୍ସବାର ଓକିଲ ସଂଘର ନିର୍ବାଚନ ବାଣିଜ୍ୟକର ଅଫିସ ପରିସରରେ ଥିବା ବାର ହଲରେ ନିର୍ବାଚନ ଅଧିକାରୀ ବରିଷ୍ଠ ଓକିଲ ମାନସ ରଞ୍ଜନ ବହିଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାରେ ସଂପାଦିତ ହୋଇଯାଇଛି ଓ ୨୦୨୫-୨୬ ବର୍ଷ ପାଇଁ ନିମ୍ନଲିଖିତ ସଦସ୍ୟମାନେ ନିର୍ବାଚିତ ହୋଇଛନ୍ତି । ସଭାପତି ଭାବେ ଶାନ୍ତନୁ କୁମାର ଭୋଇ, ଉପ-ସଭାପତି ଶଶାଙ୍କ ପଟ୍ଟନାୟକ, ସଂପାଦକ ପ୍ରଭଞ୍ଜନ ହୋତା, ସହ-ସଂପାଦକ ରାଜକିଶୋର ଜେନା, କୋଷାଧ୍ୟକ୍ଷ ସରୋଜ କୁମାର ମାଝି, କାର୍ଯ୍ୟକାରୀ ସଦସ୍ୟ ଭାବେ ଦୁଲିଚାନ୍ଦ ଅଗ୍ରୱାଲ, ନକୁଲ ଅଗ୍ରୱାଲ, ଅଶୋକ କୁମାର ଦାସ, ଗଣେଷ ପ୍ରସାଦ ଦିକ୍ଷୀତ, ଚିତ୍ତରଂଜନ ଦାସ, ନିଳେଶ କୁମାର ଅଗ୍ରୱାଲ ।

Leave A Reply

Your email address will not be published.