oom

ରାଷ୍ଟ୍ରୀୟ ମାନବ ଅଧିକାର ସଂଗଠନର ଉପାଧ୍ୟକ୍ଷ ହେଲେ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ପ୍ରଦେଶରେ ସଦାସର୍ବଦା ଲୋକଙ୍କ ସେବାରେ ଯୋଡ଼ି ହୋଇ, ଅନେକ ସମସ୍ୟାକୁ ସଠିକ ରୂପେ ସମାଧାନ କରି ଚାଲିଥିବା ଲୋକନାଥ ଶଙ୍କର ସିଂହଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀମାନ ଆରଥା ମାଥୁର ଓଡ଼ିଶା ପ୍ରଦେଶର ସୂଚନା ଅଧିକାର, ମାନବାଧିକାର ଏବଂ ପରିବେଶ ସୁରକ୍ଷା ସଙ୍ଗଠନର ଦାୟିତ୍ଵ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ, ଯେ’କି ବର୍ତ୍ତମାନ ବରଗଡ ଜିଲ୍ଲାରେ ଅବସ୍ଥାପିତ, ତାଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ । ଅସହାୟ ଲୋକଙ୍କ ମୌଳିକ ସୁବିଧା ହାସଲ ପାଇଁ ସମ୍ବାଦ ପରିବେଷଣ କରି ସରକାରଙ୍କ ଦୃଷ୍ଟିକୁ ଆଣି ଅନେକ ସମସ୍ୟା ହାସଲ କରିବାରେ ସକ୍ଷମ ହୋଇଥିବାରୁ ତାଙ୍କ କାର୍ଯ୍ର ଦକ୍ଷତାକୁ ନଜରକୁ ଆଣି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ମାଥୁର ଓଡ଼ିଶା ରାଜ୍ୟର ବରିଷ୍ଠ ଉପାଧ୍ୟକ୍ଷ ଓଡ଼ିଶା କାର୍ଯ୍ୟକାରିଣୀ ଭାବେ ଦାୟିତ୍ଵ ପ୍ରଦାନ କରିଛନ୍ତି । ଉକ୍ତ ରାଷ୍ଟ୍ରୀୟ ସୂଚନା ଅଧିକାର, ମାନବ ଅଧିକାର ଏବଂ ପରିବେଶ ସୁରକ୍ଷା ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ ଟି ଉତ୍ତରାଖଣ୍ଡ କାଶୀପୁରରେ ଅବସ୍ଥିତ ।

jittmm
Leave A Reply

Your email address will not be published.