ସୀମାନ୍ତରେ ଗୁଳିବିନିମୟ : ଯବାନ ଗୁଳିରେ ମାଓବାଦୀ ଦମ୍ପତି ନିହତ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲା ଅନ୍ତର୍ଗତ ଦନ୍ତେଶପୁରମ ଜଙ୍ଗଲରେ ସୋମବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିବା ଜଣାପଡିଛି । ଯବାନମାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ଦମ୍ପତି ନିହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ମାଓବାଦୀ ହେଲେ ୮ ଲକ୍ଷ ପୁରସ୍କାର ଘୋଷିତ ଗୋଲାପଲ୍ଲୀ ଏଲ୍ଓଏସ୍ କମାଣ୍ଡର ମଡକମ ଏରା ଓ ତାଙ୍କ ପତ୍ନୀ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଗୋଲାପଲ୍ଲୀ ଏଲଓଏସ୍ ସଦସ୍ୟା ପୋଡିୟାମ ଭିମେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!