oom

ଘୁନସର ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସରିତା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁର ଉନ୍ନତି ଦିଗରେ ପଦକ୍ଷେପ ନେବା ସହ ଲୋକଙ୍କ ବିକାଶ ପାଇଁ ପ୍ରତିଜ୍ଞା କରି ଆଜି ଘୁନସର ସରପଞ୍ଚ ପଦବୀ ପାଇଁ ଆଜି ସ୍ଥାନୀୟ ସରିତା ସେଠ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଅନ୍ୟପଟେ ଲୋକଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁଁ ନିଶ୍ଚିତ ଭାବରେ ବିଜୟୀ ଲାଭ କରିବେ ବୋଲି ଆଶା କରିଛନ୍ତି ସରିତା ସେଠ ।

jittmm
Leave A Reply

Your email address will not be published.