om academy

ଗୁଡେଶିରା ପଞ୍ଚାୟତର ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କୁନ୍ତୁଳା ପାଣ୍ଡେ

jsm

ବରଗଡ, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବରଗଡ଼ ବିଧାନସଭା ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତରେ ଆଜି ସରପଞ୍ଚ ପଦ ପାଇଁ କୁନ୍ତଳା ପାଣ୍ଡେ କୋଭିଡ଼ ଗାଇଡଲାଇନ ଅନୁସାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗ୍ରାମର ଦେବାଦେବୀଙ୍କ ଆଶୀର୍ବାଦ ଓ ଗୁରୁଜନମାନଙ୍କ ଆଶୀର୍ବାଦ ନେବା ସହ ନିଜର ପ୍ରସ୍ତାବକ ଓ ସମର୍ଥକକୁ ନେଇ ଆଜି ଗୁଡେଶିରା ପଞ୍ଚାୟତ କାର୍ଯ୍ୟାଳୟଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.