ବନମାଳୀପୁରରେ ନବତ୍ରିଂଶ ଷୋଳ ପ୍ରହର ନାମଯଜ୍ଞ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାୟପୁର, ବନମାଳୀପୁର(ଅଣ୍ଡା) ଗ୍ରାମର ମଦନ ମୋହନ ପୀଠରେ ନବତ୍ରିଂଶ ଷୋଳ ପ୍ରହର ନାମଯଜ୍ଞ ଗତ ୭ ତାରିଖ ସୋମବାର ଦିନ ଠାରୁ ଆରମ୍ଭ ହୋଇଯାଇଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନାମଯଜ୍ଞ ଅନୁଷ୍ଠିତ ହେବ ବୋଲି ଶ୍ରୀ ନିତାଇଗୌର ଯୁବକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.