oum

ଭୁବନେଶ୍ୱରରେ ନାମୀ ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ଟିଭି

jsm

ଭୁବନେଶ୍ୱର : ଭୁବନେଶ୍ୱରରେ ନାମୀ ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ଟିଭି । ସୂଚନାରୁ ଜଣାଯାଇଛି ଯେ, କଲିକତାରୁ ଡୁପ୍ଲିକେଟ ଟିଭି ଆଣି ଅଧା ଦରରେ ବିକ୍ରି କରୁଥିଲେ ସୋରୁମ ମାଲିକ। ଏହି ମାମଲାରେ ଅଭିଯୁକ୍ତ ୪ ଜଣ ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ୧୨୦ଟି ଟିଭି ଜବତ କରାଯାଇଛି । ପାରାଦୀପ ପୋର୍ଟରୁ ଟିଭି ଅଣାଯାଇ ବିନା ଜିଏସଟିରେ ବିକ୍ରି କରାହେଉଛି କହି ଗ୍ରାହକଙ୍କୁ ଠକି ଆସୁଥିଲେ ଏହି ମାଲିକ ମାନେ । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.