୫.୭ଫୁଟ୍‌ର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟବାହାଲି ଗ୍ରାମରେ ଜଣେ ଯୁବକଙ୍କ ଘରେ ସାପ ରହି ଥିବା ସ୍ଥାନୀୟ ଲୋକେ ଦେଖି ବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ବିକି ଉକ୍ତ ଗ୍ରାମକୁ ପହଁଚି ୫.୭ଫୁଟର ଗୁଖୁରା ନାଗ ସାପକୁ ଉଦ୍ଧାର କରି ପରେ ସ୍ଥାନୀୟ ଜଙ୍ଗଲରେ ମଧ୍ୟ ଛାଡି ଦେଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.