oum

ଶିଷକେଲାରୁ ୫ ଫୁଟ୍‌ ୩ ଇଞ୍ଚର ନାଗ ସାପ ଉଦ୍ଧାର କଲେ ବିକି

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗାଁରୁ ଜୈନିକ ବ୍ୟକ୍ତିଙ୍କ ଘରେ ଏକ ନାଗ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ଖବର ଦେବା ପରେ ବିକି ପହଁଚି ୫ ଫୁଟ ୩ ଇଞ୍ଚର ନାଗ ସାପ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.