ନବରଙ୍ଗପୁରରେ ନାଗଚତୁର୍ଥୀ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପୁରପଲ୍ଲୀରେ ନାଗଚତୁର୍ଥୀ ପାଳିତ ହୋଇଯାଇଛି । ବିଶେଷ କରି ମହିଳାମାନେ ନିଜର ସନ୍ତାନମାନଙ୍କର ମଙ୍ଗଳ କାମନା କରି ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କରନ୍ତି । ଜଙ୍ଗଲରେ ଥିବା ଉଈହୁଙ୍କା ଗୁଡିକୁ ସଫାସୁତରା କରି ଝୋଟି ଦେଇ ଧୂପ, ଦୀପ, ଫୁଲ ସଜାଇ ପୂଜା କରନ୍ତି । ଏହି ପୂଜାରେ ନାଗ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଈ ହୁଙ୍କାରେ କ୍ଷୀର, ଅଣ୍ଡା, ରାଶୀ ଲଡୁ, ଫୁଲ ଫଳ ଭୋଗ ଲଗାଇ ନାଗଦେବତାଙ୍କଠାରୁ ଆର୍ଶୀବାଦ କାମନା କରିଥାନ୍ତି ।

Leave A Reply

Your email address will not be published.