ବଳି ପଡିଲା ମାତୃତ୍ୱ : ନଦୀରୁ ନବଜାତ ଶିଶୁର ମୃତ୍ୟୁ ଦେହ ଉଦ୍ଧାର

ତୁଷୁରା, (ଅଜିତ କୁମାର ସାହୁ) : ମା’ ପେଟରେ ଦଶ ମାସ ଦଶ ଦିନ ଧରି ରହି ଶିଶୁଟିଏ ଜନ୍ମ ହେବା ପରେ ପରିବାର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଲାଗି ରହିଥାଏ ହେଲେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁଷୁରା ତେଲ ନଦୀରୁ । ତେଲ ନଦୀରୁ ନବଜାତ ଶିଶୁକୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ବଳି ପଡିଲା ମା’ ମାତୃତ୍ୱ । ଶେଷରେ ମାନବିକତାକୁ ହରାଇ ନିଜ ଜନ୍ମ କଲା ଶିଶୁକୁ ନଦୀରେ ଫିଙ୍ଗିଲା ମା’ ଯାହାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.