centurian jitm

ବଜ୍ରାଘାତରେ ଡ୍ରାଇଭର ମୃତ

nschool

ବେଲପଡା, (ଭୋଜରାଜ ଦଣ୍ଡସେନା) : ବିଲକୁ ଯିବା ହେଲା କାଳ । ବଜ୍ରାଘାତରେ ଡ୍ରାଇଭର ମୃତ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋରଗାଁରେ ଆଜି ୪ଟା ସମୟରେ ସରମୁହାନ ଗ୍ରାମର ଗଙ୍ଗାଧର ଧରୁଆ ବିଲରେ ଟ୍ରାକ୍ଟର ଯେେଗେ ଲଙ୍ଗଳ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଯହୋଫଳରେ ବଜ୍ରାଘାତରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ଗଙ୍ଗାଧର ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବା ବେଳେ ତାଙ୍କୁ ହରାଇ ଏବେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ଏବେ କିଏ ପରବାର ଚଳାଇବ ? ସରକାର କିଛି ସାହାଯ୍ୟ କଲେ ପରିବାରର ଦୁଃଖ ଦୂର ହୋଇପାରବ ବୋଲି ପରିବାର ଲୋକେ କହିଛନ୍ତି ।

Leave A Reply

Your email address will not be published.