ଆଜି ଦୁଇଟି ମୋବାଇଲ ଆପ୍ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନୀକରଣ ଉପରେ ସବିଶେଷ ତଥ୍ୟ ଏବଂ ଜନସାଧାରଣଙ୍କ ମତାମତ ସଂଗ୍ରହ ପାଇଁ”Mo Jungle: My Odisha Forest” ଏବଂ ଜଙ୍ଗଲ ଜମି ସମ୍ପର୍କିତ ସମସ୍ତ ପ୍ରଶାସନିକ ତଥ୍ୟ ଓ ସୂଚନା ପାଇଁ “KYFL@Odisha” ନାମରେ ଦୁଇଟି ମୋବାଇଲ ଆପ୍ ଉଦଘାଟନ କରିବେ । ଏହି ସୂଚନା ରାଜ୍ୟ ସୂଚନା ଓ ଲୋକ ସ‌ର୍ମ୍ପକ ବିଭାଗ ପକ୍ଷରୁ ଦିଆଯାଇଛି ।

Leave A Reply

Your email address will not be published.