oom

ଟ୍ୱିଟ୍‌ ମାଧ୍ୟମରେ ମାତୃ ଦିବସ ଅବସରରେ ମହିଳା କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମାତୃ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କରୋନା ଯୋଦ୍ଧାମାନଙ୍କୁ ଟ୍ୱିଟ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇ ସେ ଲେଖିଛନ୍‌ନ୍ତି ଯେ, “ଓଡିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ନିରାପଦ ମାତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଉଦ୍ୟମ ପ୍ରତିବଦ୍ଧ । ମହାମାରୀ ସମୟରେ ଆମ ସହିତ ଛିଡା ହୋଇଥିବାରୁ ଆମର ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା – ASHAs, ANMs ଏବଂ AWWsଙ୍କୁ ଧନ୍ୟବାଦ। “

jittmm
Leave A Reply

Your email address will not be published.