ଚିକିତ୍ସାଧୀନ କଲରାପତରିଆ ବାଘର ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ାରେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୧୬ରେ ଅସୁସ୍ଥ ବାଘକୁ ସିଲିଆରିବାହାରା ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ନୂଆପଡ଼ା ବନ ବିଭାଗ ବାଘର ଚିକିତ୍ସା କରୁଥିଲା । ତେବେ ଗତକାଲି ବାଘଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.