ଘଟିବିରୀ ନିକଟରେ ହାତୀ ଶାବକର ମୃତଦେହ ଉଦ୍ଧାର

ଢେଙ୍କାନାଳ, (ତାପସ ଦାସ) : ଘଟିବିରୀ ନିକଟରେ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଶବ ବ୍ୟବଛେଦ ନିମନ୍ତେ ଓୟୁଏଟିକୁ ନମୂନା ପଠାଯାଇଥିବା ସୂଚନା ରହିଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି । ମୃତକ ଶାବକର ବୟସ ୧.୫ରୁ ୨ବର୍ଷ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.