ରେଳ ଧାରଣାରୁ ମୃତଦେହ ଉଦ୍ଧାର ଓଡିଶା By Koshala Prabaha On Monday 23rd May 2022, 9:08 am Share ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଆର୍ପି ଅଧିନସ୍ଥ ଟ୍ରେନ୍ ଲାଇନ୍ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜିଆର୍ପି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ହାତରେ ଶାନ୍ତନୁ ବୋଲି ନାମ ଉଲ୍ଲେଖ ଅଛି । ଶବକୁ ମର୍ଗରେ ଜିଆର୍ପି ପୋଲିସ ରଖିଥିବା ଜଣାପଡିଛି । balangir news