oom

ଘେଁସ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ମେଲନ ମେସନ ୨୦୨୨

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସହୀଦ ତୀର୍ଥ ପୀଠ ଘେଁସ ଠାରେ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଗତକାଲି ମେଲନ ମେସନ ୨୦୨୨ ଆୟୋଜିତ ହୋଇଯାଇଛି । ସଂସଦର ସଭାପତି ଅଶୋକ କୁମାର ପୁଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ସଂସଦ ପକ୍ଷରୁ ଦୀର୍ଘ ଦଶନ୍ଧି ଧରି ସାହିତ୍ୟ ସେବା କରି ଆସୁଥିବା ବେଳେ ପୂଜ୍ୟପୂଜାଙ୍କୁ ମଧ୍ୟ ସମ୍ମାନିତ କରିଆସୁଛନ୍ତି । ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ କବି ଦିବ୍ୟ କିଶୋର ଦେବତା ଯୋଗ ଦେଇଥିଲେ । ପ୍ରାରମ୍ଭରେ କବି ଅଭିମନ୍ୟୁଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ପରେ ସ୍ବଭାବ କବି ଗଙ୍ଗାଧର ମେହେର ଏବଂ କବି ଖଗେଶ୍ୱର ସେଠୀଙ୍କ ପ୍ରତି ମୂର୍ତ୍ତିକୁ ମନ୍ତ୍ରୀ ଶ୍ରୀ ସିଂ ଉନ୍ମୋଚନ କରିଥିଲେ । ଏହି ଅବସରରେ ଅନେକ କବି ଲେଖକଙ୍କୁ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.