ଦେଉଳି ଗ୍ରାମରେ ମକର ମେଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦେଉଳି ଗ୍ରାମରେ ମକର ସକ୍ରାନ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତା ଭାବରେ ଚମ୍ପୂ ସେଠଙ୍କ ସହ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପୂଜକ ଭାବରେ କ୍ଷୀରେନ୍ଦ୍ର ଦାସ ପୂଜାର୍ଚ୍ଚନା କରୁଛନ୍ତି । ଏହି ଅବସରରେ ଗାୟିକା ଜ୍ୟୋତ୍ସ୍ନାମୟୀ ଦୀକ୍ଷିତ ଶିବ ପୁରାଣ ପଠନ କରିଥିଲେ । କରୋନା କଟକଣାକୁ ଦୃଷ୍ଟିରେ ରଖି ମକର ସକ୍ରାନ୍ତି ମେଳା ପାଳନ କରାଯାଇଛି ।

Leave A Reply

Your email address will not be published.