om academy

ସାମ୍ବାଦିକଙ୍କ ମାତୃ ବିୟୋଗ

jsm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବାରୁପାଲି ଗ୍ରାମର ବରିଷ୍ଠ ସାମ୍ବାଦିକ ଅସିତ ସ୍ୱାଇଁଙ୍କ ମାତା ଯଜ୍ଞବତୀ ସ୍ୱାଇଁଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଜଣେ ଧର୍ମପ୍ରାଣ ମହିଳା ଭାବରେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ଚାରି ପୁଅ ଗ୍ରାମ ସେବକ, ଦେଶ ବନ୍ଧୁ, ସ୍ୱରାଜ୍ ଶେଖର, ଅସିତ ଏବଂ ଦୁଇ ଝିଅ ଜ୍ୟୋତ୍ସ୍ନା ଓ ମୋହିନୀ ତଥା ସେ ଅଞ୍ଚଳର ବିଶିଷ୍ଟ ଶିକ୍ଷକ ସ୍ବର୍ଗତ ନବୀନ ଚନ୍ଦ୍ର ସ୍ୱାଇଁଙ୍କ ଧର୍ମ ପତ୍ନୀ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.