ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୪ତମ ଜାତୀୟ ମତଦାତା ଦିବସ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାମନ୍ତରାୟଙ୍କ ପୌରୋହିତ୍ୟରେ ପାଳନ ହୋଇଯାଇଛି । ଏହି ସଭାରେ ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଯୋଗଦେଇ ନିସ୍ଵାର୍ଥପର ଭାବେ ଦେଶର ବିକାଶ ପାଇଁ ନିଜର ସ୍ଵାଧୀନ ଭାବେ ସାମ୍ବିଧାନିକ ମତଦାନ କରିବା ପାଇଁ ସମୂହ ଶପଥ ପାଠ କରିଥିଲେ ।
Next Post