oom

ନିର୍ବାଚନ ବାତିଲ ହୋଇଥିବା ସ୍ଥାନରେ ପୁନଃମତଗ୍ରହଣ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁସବୁ ସ୍ଥାନରେ ବିଭିନ୍ନ ଗଣ୍ଡଗୋଳ ଯୋଗୁ ମତଦାନ ବାତିଲ କରାଯାଇଥିଲା, ସେହି ସବୁ ମତଦାନ କେନ୍ଦ୍ରରେ ୨୩ ଫେବୃଆରୀରେ ପୁନଃ ଭୋଟ ଗ୍ରହଣ କରାଯିବ । କଡା ସୁରକ୍ଷା ମଧ୍ୟରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.