ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ କଲେ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡ଼ିପଡ଼ା ବୁଥ୍‌ରେ ମତଦାନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ । ବିଜେପିର ସଫଳତା ନେଇ ଗୋପାଳଜୀ ବିଶ୍ୱାସ ରଖିଥିବା ବେଳେ ମୋଦି ଗ୍ୟାରେଣ୍ଟି ସପକ୍ଷରେ ଲୋକେ ନିଶ୍ଚୟ ଭୋଟ ଦେବେ ବୋଲି ସେ ଆଶା ରଖିଛନ୍‌ନ୍ତି । ବଲାଙ୍ଗିରର ସମସ୍ତେ ଗଣତନ୍ତ୍ରର ମହାନ ପର୍ବ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରି ନିଜର ବହୁମୂଲ୍ୟ ଭୋଟ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ଗୋପାଳଜୀ ।

Leave A Reply

Your email address will not be published.