centurian jitm

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ଲାଗିଲା ମାଓ ପୋଷ୍ଟର

nschool

ତୁରେକେଲା, (କୈଳାଶ ସଗ୍ରିଆ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ମାଓ ପୋଷ୍ଟର ଲାଗିଥିବା ନେଇ ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ମାଓବାଦୀମାନେ ଜନତାଙ୍କୁ ଆହ୍ୱାନ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ଜଣାପଡ଼ିଛି ।

Leave A Reply

Your email address will not be published.