oom

ମାରୱାଡି ଯୁବାମଞ୍ଚର ଅମୃତଧାରା ପ୍ରକଳ୍ପର କନ୍‌ଭେନର ହେଲେ ଯୁବ ସାମ୍ବାଦିକ ମନୋଜ ଜୈନ

jsmm

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମାରୱାଡି ଯୁବାମଞ୍ଚର ଅମୃତଧାରା ପ୍ରକଳ୍ପର କନ୍‌ଭେନର ଭାବେ ମନୋନୀତ ହେଲେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନ । ବିଶୁଦ୍ଧ ଥଣ୍ଡା ପିଇବା ପାଣି ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ସହରରେ ୧୦ଟି ଅମୃତଧାରା ରହିଛି । ଆଗକୁ ଆହୁରି ନୂତନ ଅମୃତଧାରା ପ୍ରକଳ୍ପ ହାତକୁ ନିଆଯିବା ସହ ସମସ୍ତ ପ୍ରକଳ୍ପର ସବୁ ସମୟରେ କାର୍ୟ୍ୟକ୍ଷମ ରହିବ ବୋଲି ନୂତନ ଭାବେ ଦାୟିତ୍ବ ପାଇଥିବା କନ୍‌ଭେନର ଶ୍ରୀ ଜୈନ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ଜୈନଙ୍କୁ ଓଡିଶା ଜୈନ ଶ୍ୱେତାମ୍ବର ସଭାର ମହାମନ୍ତ୍ରୀ ଅନୁପ ଜୈନ, ସାମ୍ବାଦିକ ପବନ ଅଗ୍ରୱାଲ, ସମାଜସେବୀ ଅନିଳ ମୋଦି, ଆଶୁକବି ହେମନ୍ତ ଦାସ, ସାମ୍ବାଦିକ ଅଜିତ ସାହୁ, ବରିଷ୍ଠ ବିଜେପି ନେତା ବିକାଶ ଶର୍ମା ଆଦି ବହୁ ଗଣମାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jittmm
Leave A Reply

Your email address will not be published.