ହାଟପଦାପଡାରୁ ଅସୁସ୍ଥ ମାଙ୍କଡକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲା ଯୁବା ପ୍ରତାପୀ ସେନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାଟପଦାପଡାରୁ ଆଜି ଏକ ଅସୁସ୍ଥ ମାଙ୍କଡକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଯୁବା ପ୍ରତାପୀ ସେନାର ସଦସ୍ୟମାନେ । ତେବେ ମାଙ୍କଡଟିକୁ ବନ ବିଭାଗକୁ ହସ୍ତାନ୍ତର କଲା ପରେ ରେଂଜ ଅଧିକାରୀ କେଶବ କିଶୋର ନାୟକ ବନ ବିଭାଗ ପକ୍ଷରୁ ଉତ୍ତମ ମାନର ଚିକିତ୍ସା ମାଙ୍କଡଟିକୁ ଯୋଗାଇଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.